ଦୋ ହରପୀ Doharapī
- ଦେ. ବିଣ. (ସଂ. ଦ୍ୱି+ହର୍ଫ) — ଦୁଇ ପ୍ରକାର ହସ୍ତାକ୍ଷରରେ ଲେଖା ହୋଇଥିବା (ଲେଖ) — (a writing) Written in two kinds of handwriting
- ଦେ. ବିଣ. (ସଂ. ଦ୍ୱି+ହର୍ଫ) — ଦୁଇ ପ୍ରକାର ହସ୍ତାକ୍ଷର ଲେଖି ଜାଣୁ ଥିବା (ବ୍ଯକ୍ତି) — (a person) Knowing to write two kinds of handwriting