ଦୋ ମୁହାଁ Domuhāñ

  • ଦେ. ବିଣ. ପୁଂ (ସଂ. ଦ୍ୱି ଓ ମୁଖ) — ଯାହାର ଦୁଇଟି ମୁହଁ — Two-faced
  • ଦେ. ବିଣ. ପୁଂ (ସଂ. ଦ୍ୱି ଓ ମୁଖ) — (ଗାଳିରେ ବ୍ଯବହୃତ)—ଯାହାର କଥା ଠିକ ରହେ ନାହିଁ — Fickle
  • ଦେ. ବିଣ. ପୁଂ (ସଂ. ଦ୍ୱି ଓ ମୁଖ) — ଯେ ଆପଣାର ସତ୍ୟପାଳନ କରେ ନାହିଁ — One who is not true to his promise; one who is not a man of his words
  • ଦେ. ବିଣ. ପୁଂ (ସଂ. ଦ୍ୱି ଓ ମୁଖ) — ପ୍ରତାରକ; ଦଗାବାଜ୍ — Deceitful
  • ଦେ. ବିଣ. ପୁଂ (ସଂ. ଦ୍ୱି ଓ ମୁଖ) — ଯେ ଉଭୟ ପକ୍ଷକୁ ସମର୍ଥନ କରେ — Espousing both the opposite sides
  • ଦେ. ବିଣ. ପୁଂ (ସଂ. ଦ୍ୱି ଓ ମୁଖ) — କପଟୀ — Hypocritical