ଦୈବଗତ୍ୟା Da̲i̱bagatyā

  • ସଂ. ଅ; (ଦୈବଗତି ଶବ୍ଦର ତୃତୀୟା ବିଭକ୍ତି ଏକବଚନ) — ଦୈବଗତି କ୍ରମେ — Accidentally
  • ସଂ. ଅ; (ଦୈବଗତି ଶବ୍ଦର ତୃତୀୟା ବିଭକ୍ତି ଏକବଚନ) — ଆକସ୍ମାତ୍; ଦୈବାତ୍ — Unexpectedly
  • ସଂ. ଅ; (ଦୈବଗତି ଶବ୍ଦର ତୃତୀୟା ବିଭକ୍ତି ଏକବଚନ) — ବିଧି ନିର୍ବନ୍ଧ ଅନୁକ୍ରମେ — 1. Providentially