ଦୈବ ଘଟନା Da̲i̱ba ghaṭanā

  • ସଂ. ବି. (କର୍ମଧା; ଦୈବୀ+ଘଟନା; ସମାସ ଯୋଗୁଁ ଦୈବୀର ଦୈବ ରୂପ) — ଅସମ୍ଭାବିତ ବ୍ୟାପାର; ଅତର୍କିତ ଘଟନା — Accident; unexpected occurrence
  • ସଂ. ବି. (କର୍ମଧା; ଦୈବୀ+ଘଟନା; ସମାସ ଯୋଗୁଁ ଦୈବୀର ଦୈବ ରୂପ) — ଭାଗ୍ୟର ଗତି — The course of fate; providence