ଦୈବ କର୍ମ Da̲i̱ba karma
- ସଂ. ବି. (କର୍ମଧା; ଦୈବ+କର୍ମ) — ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଅନୁଷ୍ଠିତ ଯଜ୍ଞାଦି କର୍ମ — Religious rite; an act performed to Propitiate the Gods
- ସଂ. ବି. (କର୍ମଧା; ଦୈବ+କର୍ମ) — [ଦ୍ର—ଯଜ୍ଞ, ଦେବତର୍ପଣ, ଜପ, ହୋମ, ପୂଜା, ଆରାଧନା ଆଦିକୁ ଦୈବ କର୍ମ କୁହାଯାଏ।]