ଦୈନନ୍ଦିନ Da̲i̱nandina
- ସଂ. ବିଣ. (ଦିନ+ଦିନ+ଭାବ. ଅ) — ପ୍ରତିଦିନ କରାଯିବା; ପ୍ରତିଦିବସୀୟ; ପ୍ରାତ୍ୟହିକ — Daily; diurnal
- ସଂ. ବିଣ. (ଦିନ+ଦିନ+ଭାବ. ଅ) — ପ୍ରତିଦିନ ଘଟିବା — Occuring daily
- ସଂ. କ୍ରି. ବିଣ — ପ୍ରତିଦିନ (ହି. ଶବ୍ଦସାଗର) — Every day; daily
- ସଂ. କ୍ରି. ବିଣ — ଦିନକୁ ଦିନ — From day to day