ଦୈତ୍ୟାରି Da̲i̱tyāri

  • ସଂ. ବି. ( 6 ଷ୍ଠୀ ତତ୍; ଦୈତ୍ୟ+ଅରି) — ବିଷ୍ଣୁ — A name of Bishṇu
  • ଦେ. ବି. ପୁଂ — ଲୋକମାନଙ୍କୁ ଦିଆଯିବା ନାମ — A name given to males