ଦେୱାନୀ ଆମ୍ Dewānī ām

  • ବୈଦେ. ବି (ଫା. ଦେୱାନୀ ଆମ୍) — ପ୍ରକାଶ୍ୟ ରାଜସଭା; ଯେଉଁ ରାଜସଭାରେ ରାଜାଙ୍କ ସମ୍ମୁଖରେ ବିଚାର— ପ୍ରାର୍ଥୀ ହୋଇ ସାଧାରଣ ଲୋକେ ଉପସ୍ଥତ ହୋଇ ପାରନ୍ତି — A king's court where the king is accessible to every suitor