ଦେଢ଼ି ଲଗାଇବା Deṟḍ̠ẖi lagāibā

  • ଦେ. କ୍ରି. — ଧାନକୁ ଶତକଡ଼ା ବାର୍ଷିକ 50 ସୁଧ ହିସାବରେ ଖାତକକୁ କରଜ ଦେବା — ଧାନକୁ ଶତକଡ଼ା ବାର୍ଷିକ50ସୁଧ ହିସାବରେ ଖାତକକୁ କରଜ ଦେବା— To advance paddy at interest at 50 per cent per annum
  • ଦେ. କ୍ରି. — ନିର୍ଦ୍ଦିଷ୍ଟ ସୁଧରେ ଧାନ ପ୍ରଭୃତି ଋଣ ଦେବା — To advance paddy loan on some fixed interest