ଦେଡ଼ଶାଶୁ Deṟḍ̠aṡāṡu
- ଦେ. ବି. ସ୍ତ୍ରୀ (ସଂ. ଜ୍ଯେଷ୍ଠ ଶ୍ୱଶ୍ରୁ) — ପତ୍ନୀଙ୍କ ଜ୍ଯେଷ୍ଠା ଭଗିନୀ — One's wife's elder sister
- ଦେ. ବି. ସ୍ତ୍ରୀ (ସଂ. ଜ୍ଯେଷ୍ଠ ଶ୍ୱଶ୍ରୁ) — [ଦ୍ର—ପତ୍ନୀଙ୍କ କନିଷ୍ଠା ଭଗିନୀକୁ ଶାଳୀ କହନ୍ତି। ଶାଳୀ ଭିଣେଇଙ୍କ ମଧ୍ୟରେ ଥଟ୍ଟା ପରିହାସ ଚଳେ; କିନ୍ତୁ ଦେଡ଼ଶାଶୁ ଓ ଭଉଣୀଜୋଇଁଙ୍କ ସମ୍ପର୍କ ସମ୍ମାନସୂଚକ।]