ଦେହେରି Deheri

  • ପ୍ରାଦେ (ସମ୍ବଲପୁର) ବି — ଦେବପୂଜକ ବ୍ଯକ୍ତି; ସେବକ; ଦେହୁରି — A servant of a Deity
  • ପ୍ରାଦେ (ସମ୍ବଲପୁର) ବି — ବାପ ଦେହେରି, ପୁଅ ପୂଜାରି, ଗଣ୍ଡି ମଣ୍ଡ ସବୁ ତୁମ୍ଭରି—ଢଗ।
  • ପ୍ରାଦେ (ସମ୍ବଲପୁର) ବି — (ଅର୍ଥାତ୍ ତୁମ୍ଭେ ଏଠାରେ ସର୍ବେ ସର୍ବା ହୋଇଛ।)