ଦେହେରା Deherā

  • ପ୍ରାଦେ. (ଗଡ଼ଜାତ) ବି — ଶୂଦ୍ରଜାତିବିଶେଷ — A class of Ṡūdras
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏମାନଙ୍କ ଘରେ ଈଶାନୀ କୋଣରେ ଗୋଟିଏ ଖୁଣ୍ଟ (ଈଶାଣ) ଥାଏ। ତାହାକୁ ସେମାନେ ପୂଜା କରନ୍ତି।]