ଦେହାନ୍ତର Dehāntara

  • ସଂ. ବି. (ଅନ୍ଯ+ଦେହ; କର୍ମଧା, ଅନ୍ଯ=ଅନ୍ତର; ପରନିପାତ) — ଅନ୍ଯ ଶରୀର — Another body
  • ସଂ. ବି. (ଅନ୍ଯ+ଦେହ; କର୍ମଧା, ଅନ୍ଯ=ଅନ୍ତର; ପରନିପାତ) — ଅନ୍ଯ ଜନ୍ମରେ ଜୀବର ପ୍ରାପ୍ତ ଆଉ ଗୋଟିଏ ଶରୀର — Another embodied state according to the doctrine of transmigration
  • ସଂ. ବି. (ଅନ୍ଯ+ଦେହ; କର୍ମଧା, ଅନ୍ଯ=ଅନ୍ତର; ପରନିପାତ) — (ଦେହ+ଅନ୍ତର) ମୃତ୍ୟୁ — Death