ଦେହରେ ନ ଲାଗିବା Dihare na lāgibā

  • ଦେ. ବି — ଦେହ ହୃଷ୍ଟପୁଷ୍ଟ ନ ହେବା — Body not becoming stout and strong
  • ଦେ. କ୍ରି — ଶରୀରପୁଷ୍ଟିର ଅନୁକୂଳ ନ ହେବା — Not to suit one's constitution or health