ଦେହରୁ ଛଡ଼େଇ ଦେବା Deharu chhaṟḍ̠ei debā

  • ଦେ. କ୍ରି — ଆପଣା ଉପରୁ କୌଣସି କାର୍ଯ୍ୟ ବା ଦୋଷ ବା ଦାୟିତ୍ୱ ଖସାଇବା — To disown any responsibility or guilt
  • ଦେ. କ୍ରି — ନିଜଠାରୁ ସମସ୍ତ ସମ୍ପର୍କ ତୁଟାଇଦେବା — To cut all connection
  • ଦେ. କ୍ରି — ଚଉଠେ ନ ରଖିଲା ସେ ସ୍ନେହରୁ ଚପଳେ ଛଡ଼ାଇ ଦେଇ ଦେହରୁ। କବିସୂର୍ଯ୍ୟ. କବିତାକଲ୍ଲୋଳ।