ଦେହରୁ ଛଡ଼ାଇ ଦେବା Deharu chhaṟḍ̠āi debā
- ଦେ. କ୍ରି — ଆପଣା ଉପରୁ କୌଣସି କାର୍ଯ୍ୟ ବା ଦୋଷ ବା ଦାୟିତ୍ୱ ଖସାଇବା — To disown any responsibility or guilt
- ଦେ. କ୍ରି — ନିଜଠାରୁ ସମସ୍ତ ସମ୍ପର୍କ ତୁଟାଇଦେବା — To cut all connection
- ଦେ. କ୍ରି — ଚଉଠେ ନ ରଖିଲା ସେ ସ୍ନେହରୁ ଚପଳେ ଛଡ଼ାଇ ଦେଇ ଦେହରୁ। କବିସୂର୍ଯ୍ୟ. କବିତାକଲ୍ଲୋଳ।