ଦେହବନ୍ତା Deha bantā

  • ଦେ. ବିଣ (ସଂ. ଦେହବତ୍) — ଶରୀରଧାରୀ; ଦେହଧାରୀ — Having a body; corporeal
  • ଦେ. ବିଣ (ସଂ. ଦେହବତ୍) — ତୁମ୍ଭେ ସକଳ ପିତାମାତା; ସଂସାରେ ଯେତେ ଦେହବନ୍ତା— ପ୍ରାଚୀ ଯଶୋବନ୍ତ ପ୍ରେମଭକ୍ତି. ବ୍ରହ୍ମଗୀତା।