ଦେହଧାରୀ Dehadhārī

  • ସଂ. ବିଣ. ପୁଂ. (ଦେହ+ଧୃ ଧାତୁ ଧରିବା+କର୍ତ୍ତୃ. ଅନ୍; 1 ମା. 1 ବ) — ଯାହାର ଶରୀର ଅଛି; ଶରୀରୀ — Corporeal; in flesh and blood; having a body
  • ସଂ. ବିଣ. ପୁଂ. (ଦେହ+ଧୃ ଧାତୁ ଧରିବା+କର୍ତ୍ତୃ. ଅନ୍; 1 ମା. 1 ବ) — ଜୀବନଧାରୀ; ଜୀବିତ — Living