ଦେହ ଧାରଣ Deha dhāraṇa

  • ସଂ. ବି. ( 6 ଷ୍ଠୀ ତତ୍; ଦେହ+ଧାରଣ) — ଶରୀରର ରକ୍ଷା; ଜୀବନ ରକ୍ଷା; ବଞ୍ଚି ରହିବା — Living; subsistence
  • ସଂ. ବି. ( 6 ଷ୍ଠୀ ତତ୍; ଦେହ+ଧାରଣ) — ଜନ୍ମ — Birth
  • ସଂ. ବି. ( 6 ଷ୍ଠୀ ତତ୍; ଦେହ+ଧାରଣ) — ଶରୀରଯୁକ୍ତ ରୂପ ଗ୍ରହଣ କରିବା — 2. Assumption of a corporeal body or form