ଦେହ ଧରିବା Deha dharibā
- ଦେ. କ୍ରି. (ସଂ. ଦେହ ଧାରଣ) — ଧୈର୍ଯ୍ଯ ଧରିବା; ମନକୁ ସମ୍ଭାଳିବା — To have patience
- ଦେ. କ୍ରି. (ସଂ. ଦେହ ଧାରଣ) — କାମିମାନଙ୍କର ମହାମୋହ; ପୁରୁଷ କେ ଧରିବ ଦେହ। ଜଗନ୍ନାଥ. ଭାଗବତ।
- ଦେ. କ୍ରି. (ସଂ. ଦେହ ଧାରଣ) — ବଞ୍ଚିବା — To live
- ଦେ. କ୍ରି. (ସଂ. ଦେହ ଧାରଣ) — ତାହାରେ ଅପରାଧ କରି କେ ଅବା ଥିବ ଦେହ ଧରି । ଜଗନ୍ନାଥ, ଭାଗବତ।