ଦେହ ଦେବା Deha debā

  • ଦେ. କ୍ରି — (ସ୍ତ୍ରୀ ପକ୍ଷରେ) ପୁରୁଷର ରମଣ ସ୍ୱୀକାର କରିବା — (a female) To allow one's self to be copulated by a male
  • ଦେ. କ୍ରି — ଏକାକୀ ଦ୍ରୌପଦୀ ପାଞ୍ଚୋଟି ଗୃହସ୍ଥଙ୍କୁ; କି ରୂପେ ଦେହ ଦେଲେ କହ ତା ଆମଙ୍କୁ। କୃଷ୍ଣସିଂହ, ମହାଭାରତ. ଆଦି।