ଦେହ ଦାନ Deha dāna
- ଦେ. ବି. (ସ୍ତ୍ରୀ ପକ୍ଷର ପୁରୁଷକୁ) — ସୁରତି ଦାନ — (a woman's) Letting one's self to be copulated by a man
- ଦେ. ବି. (ସ୍ତ୍ରୀ ପକ୍ଷର ପୁରୁଷକୁ) — ତେବେ ହେଲେ ସେ ଦ୍ୱିଜ ନୋହିଲା ତୃପତି ବୋଇଲା ଦେହ ଦାନ ଦିଅ ଗୋ ଯୁବତି। କୃଷ୍ଣସିଂହ. ମହାଭାରତ ଶାନ୍ତି।
- ସଂ. ବି — କୌଣସି କାର୍ଯ୍ୟ ନିମନ୍ତେ ନିଜର ଶରୀର ଉତ୍ସର୍ଗ — Sacrificing or offering of one's body for a certain purpose