ଦେହ ତତ୍ତ୍ୱ Deha tattwa

  • ସଂ. ବି. (ଆଧୁନିକ ପାରିଭାଷିକ ଶବ୍ଦ) — ଶରୀର ବିଜ୍ଞାନ — Physiology
  • ସଂ. ବି. (ଆଧୁନିକ ପାରିଭାଷିକ ଶବ୍ଦ) — ଶରୀରର ବିଭିନ୍ନ ଅଂଶ ନିର୍ଣ୍ଣୟ ଶାସ୍ତ୍ର — Anatomy