ଦେହ ଛାଡ଼ିବା Deha chhāṟḍ̠ibā

  • ଦେ. କ୍ରି — ମୃତ୍ୟୁ ଲଭିବା; ମରିବା — To die
  • ଦେ. କ୍ରି — କେତେ ଦିନ ପରେ କୌଶଲ୍ୟା, କୈକେୟୀ, ସୁମିତ୍ରା ଦେହ ଛାଡ଼ିଲେ। ନୀଳକଣ୍ଠ ଦାଶ, ପିଲାଙ୍କ ରାମାୟଣ।