ଦେହ କୋଷ Deha kosha

  • ସଂ. ବି. ( 6 ଷ୍ଠୀ ତତ୍; ଦେହ+କୋଷ=ଆଚ୍ଛାଦନ) — ଚର୍ମ; ଚମଡ଼ା — The skin covering the body
  • ସଂ. ବି. ( 6 ଷ୍ଠୀ ତତ୍; ଦେହ+କୋଷ=ଆଚ୍ଛାଦନ) — ପକ୍ଷ — The wings