ଦେଶାକ୍ଷ Deṡāksha

  • ସଂ. ବି — ରାଗିଣୀବିଶେଷ — Name of a secondary musical air
  • ସଂ. ବି — [ଦ୍ର—ଏହା ମେଘ ରାଗର ଓ ମତା— ନ୍ତରରେ ହିନ୍ଦୋଳ ରାଗର ପତ୍ନୀ। ଏହା ସମ୍ପୂର୍ଣ୍ଣ ଜାତିର ରାଗିଣୀ; ଏହା ବର୍ଷା ଋତୁରେ ଭୋର୍ଠାରୁ ପାଞ୍ଚ ଦଣ୍ଡ ପର୍ଯ୍ୟନ୍ତ ଗେୟ— ହି. ଶବ୍ଦସାଗର।]