ଦେଶାଉର Deṡāura

  • ଦେ. ବି. (ସଂ. ସନ୍ଦେଶହର) — ଚାର; ଡଗର — A messenger
  • ଦେ. ବି. (ସଂ. ସନ୍ଦେଶହର) — ଦେଶାଉର ଦେଖି ସନ୍ଦେଶ ପଚାରି କହଇ ନୃପ ସନ୍ନିଧାନ—ପ୍ରାଚୀ, ପ୍ରତାପ ଶଶିସେଣା।