ଦେଶକାଳଜ୍ଞ Deṡakāḻajn̄a
- ସଂ. ବିଣ. ପୁଂ (ଦେଶ+କାଳ+ଜ୍ଞା. ଧାତୁ. କର୍ତ୍ତୃ. ଅ) — ଯେଉଁ ଲୋକ ଦେଶାଚାର ଓ ଉଚିତ ସମୟ ପ୍ରତି ଲକ୍ଷ୍ୟ ରଖି କାର୍ଯ୍ୟ କରେ । — One who acts properly, keeping in view the manners and customs prevalent in a country and the proper time for action
- ସଂ. ବିଣ. ପୁଂ (ଦେଶ+କାଳ+ଜ୍ଞା. ଧାତୁ. କର୍ତ୍ତୃ. ଅ) — କେଉଁ କାର୍ଯ୍ୟ କେଉଁ ଦେଶରେ ଓ କେଉଁ କାଳରେ କଲେ ଶୋଭନୀୟ ହେବ, ଏଥି ପ୍ରତି ଦୃଷ୍ଟି ରଖି ଯେ କାର୍ଯ୍ୟ କରେ — One who adopts himself to his present surroundings or circumstances