ଦେଶ ଧର୍ମ Deṡa dharma

  • ସଂ. ବି. ( 6 ଷ୍ଠୀ ତତ୍; ଦେଶ+ଧର୍ମ) — ଦେଶ ପ୍ରଚଳିତ ଆଚାର ବ୍ଯବହାର ବା ରୀତି ନୀତି — The usages of a country; customs and manners of a country