ଦେଶ ଦେଶକେ Deṡa deṡake

  • ଦେ. ଅ. — ନାନା ଦେଶରେ; ବହୁତ ଦେଶରେ; ଦେଶଦେଶାନ୍ତରରେ — In different countries
  • ଦେ. ଅ. — ଶୁଣ ସୁବୁଦ୍ଧି କଲେ ପ୍ରଚାର, ଦେଶଦେଶକେ ସନ୍ଦେଶ ତାର। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।