ଦେଶ କାଳି Deṡa kāḻi
- ପ୍ରାଦେ. (ପୁରୀ) ବି. — ସ୍ୱଦେଶ ଗଲେ ପଣ୍ଡାଙ୍କୁ ଟଙ୍କା ସୁଝିବା ପାଇଁ ଯାତ୍ରୀ ତୀର୍ଥରେ ଲେଖି ଦେଇ ଯାଇଥିବା ଟଙ୍କାର ପରିମାଣ — The sum of money for which a pilgrim executes a bond in favour of his Paṇḍā at a holy place, when he has not sufficient money to clear the Paṇḍā's dues