ଦେଶ କାଳ ପାତ୍ର Deṡa kāḻa pātra

  • ସଂ. ବି (ଦ୍ୱନ୍ଦ୍ୱ; ଦେଶ+କାଳ+ପାତ୍ର) — କୌଣସି କାର୍ଯ୍ୟ କରିବାର ଉପଯୁକ୍ତ ସ୍ଥାନ, ଉପଯୁକ୍ତ ସମୟ ଓ ତହିଁପାଇଁ ଉପଯୁକ୍ତ ବ୍ଯକ୍ତି — The proper place, time and person with reference to an act; the proper place, time and object of an act; the surroundings; all the circumstances connected with an action