ଦେବୋତ୍ତର Debottara
- ସଂ. ବିଣ. (ଦେବ+ଉତ୍ତର=ଯୋଗ) — ଦେବ ସେବା ପାଇଁ ଉତ୍ସୃଷ୍ଟ ସମ୍ପତ୍ତି — (Property) Dedicated to the worship of an idol
- ସଂ. ବିଣ. (ଦେବ+ଉତ୍ତର=ଯୋଗ) — ଦେବ ସେବାରେ ନିୟୋଜିତ (ସମ୍ପତ୍ତି) — (Property) Applied to the worship of an idol
- ଦେ. ବି — ଦେବ ସେବା ପାଇଁ ଉତ୍ସୃଷ୍ଟ ସମ୍ପତ୍ତି — Endowment; endowed property
- ଦେ. ବି — [ଦ୍ର— ଏହି ପରି ବ୍ରହ୍ମୋତ୍ତର, ପିରୋତ୍ତର ଶବ୍ଦମାନ ବ୍ଯବହୃତ ହୁଏ ।]