ଦେବୋତ୍ତର ଆଇନ୍ Debottara āin

  • ଦେ. ବି — ମଠ ଓ ଦେବ ସେବା ପରିଚାଳନ ପାଇଁ ଖଞ୍ଜା ସମ୍ପତ୍ତିର ତତ୍ତ୍ୱାବଧାରଣ ସମ୍ବନ୍ଧେ ସରକାର କରିଥିବା ଆଇନ୍ — The Endowment Act
  • ଦେ. ବି — [ଦ୍ର—ଏହା ଇଣ୍ଡିଆ କାଉନ୍ସିଲ୍ର 1863 ସାଲର 20 ଆଇନ୍ ଅଟେ ।] — [ଦ୍ର—ଏହା ଇଣ୍ଡିଆ କାଉନ୍ସିଲ୍ର1863ସାଲର20ଆଇନ୍ ଅଟେ ]