ଦେବୀଦ୍ୱାର Debīdwāra
- ଦେ. ବି — କଟକ ଜିଲ୍ଲାର ଡମପଡ଼ା ରାଜ୍ୟର ଅନ୍ତର୍ଗତ ମହାନଦୀ ତୀରବର୍ତ୍ତୀ ସ୍ଥାନବିଶେଷ — Name of a place on the shore of the Mahānadī in the Dompara estate
- ଦେ. ବି — ଛାଡ଼ି ଦେବୀ ଦ୍ୱାର ଚଣ୍ଡିକା ବିଜେ ସିଂହ ଦୁଆରେ । ରାଧାନାଥ. ଚନ୍ଦ୍ରଭାଗା ।
- ଦେ. ବି — ଡମପଡ଼ାର ସ୍ୱନାମପ୍ରସିଦ୍ଧ ପର୍ବତମାଳା — Name of a range of hills in the Dompara estate
- ଦେ. ବି — ଧୀରେ ଦେବୀ ଦ୍ୱାର ଗିରି ଶୃଙ୍ଗେ ରବି । ରାଧାନାଥ. ନନ୍ଦିକେଶ୍ୱରୀ ।