ଦେବୀ ସୂକ୍ତ Debi sūkta

  • ସଂ. ବି. (ମ. ପ. ଲୋ; ଦେବୀଙ୍କ ଉପାସନାରେ ବ୍ଯବହୃତ ସୂକ୍ତ) — ଋଗ୍ବେଦ ଶାକଳ ସଂହିତାର ଅନ୍ତର୍ଗତ ଭଗବତୀଙ୍କ ସୂକ୍ତ — Title of vedic hymn