ଦେବୀ ଭାଗବତ Debī bhāgabata

  • ସଂ. ବି. (ଭଗବତୀ ଦେବୀଙ୍କୁ ଅବଲମ୍ବନ କରି ଯେଉଁ ଗ୍ରନ୍ଥ ଲିଖିତ ହୋଇଅଛି; ମ. ପ. ଲୋ) — ଦୁର୍ଗାଙ୍କ ମାହାତ୍ମ୍ୟ ବର୍ଣ୍ଣନାତ୍ମକ ପୁରାଣବିଶେଷ — A mythological work on Durgā
  • ସଂ. ବି. (ଭଗବତୀ ଦେବୀଙ୍କୁ ଅବଲମ୍ବନ କରି ଯେଉଁ ଗ୍ରନ୍ଥ ଲିଖିତ ହୋଇଅଛି; ମ. ପ. ଲୋ) — [ଦ୍ର— କେହି କେହି ଏହାକୁ ପୁରାଣ ଓ କେହି କେହି ଉପ— ପୁରାଣ କହନ୍ତି । ଏଥିରେ ଭାଗବତ ପରି 12 ସ୍କନ୍ଧ ଓ 18 ହଜାର ଶ୍ଳୋକ ଅଛି । ଦେବୀ ଭାଗବତରେ ତାନ୍ତ୍ରିକ ଭାବର ପ୍ରବଳତା ଲକ୍ଷିତ ହୁଏ । ଏଥିରେ ଭଗବତୀଙ୍କ ଉପାସନା ଓ ପୀଠମାନଙ୍କ ବର୍ଣ୍ଣନା ଅଛି ।] — [ଦ୍ର— କେହି କେହି ଏହାକୁ ପୁରାଣ ଓ କେହି କେହି ଉପ— ପୁରାଣ କହନ୍ତି ଏଥିରେ ଭାଗବତ ପରି12ସ୍କନ୍ଧ ଓ18ହଜାର ଶ୍ଳୋକ ଅଛି ଦେବୀ ଭାଗବତରେ ତାନ୍ତ୍ରିକ ଭାବର ପ୍ରବଳତା ଲକ୍ଷିତ ହୁଏ ଏଥିରେ ଭଗବତୀଙ୍କ ଉପାସନା ଓ ପୀଠମାନଙ୍କ ବର୍ଣ୍ଣନା ଅଛି ]