ଦେବୀ ନଦୀ Debī nadī
- ଦେ. ବି. (ନାମ) — ମହାନଦୀର ଶାଖାନଦୀବିଶେଷ — Name of a branch of the Mahānadī river
- ଦେ. ବି. (ନାମ) — ଦେବୀ ନଦୀ ତୀରେ ମୃତ୍ୟୁ ହେବ ସେ ସ୍ଥାନରେ । ପ୍ରାଚୀ ଶ୍ରୀଗୁରୁଭକ୍ତି ଗୀତା ।
- ଦେ. ବି. (ନାମ) — [ଦ୍ର—କାଠଯୋଡ଼ି ନରାଜଠାରୁ ମହାନଦୀରୁ ବାହାରି 20 ମାଇଲ ଯିବା ପରେ ଦେବୀ ନଦୀ ଆଖ୍ୟା ଧାରଣ କରିଅଛି ।] — [ଦ୍ର—କାଠଯୋଡ଼ି ନରାଜଠାରୁ ମହାନଦୀରୁ ବାହାରି20ମାଇଲ ଯିବା ପରେ ଦେବୀ ନଦୀ ଆଖ୍ୟା ଧାରଣ କରିଅଛି ]