ଦେବିକା ତୀର୍ଥ Debikā tīrtha

  • ଦେ. ବି — ହିନ୍ଦୁମାନଙ୍କର ତୀର୍ଥବିଶେଷ — A sacred place of Hindus; a place of Hindu pilgrimage
  • ଦେ. ବି — ଦେବିକା ତୀର୍ଥରୁଟି ଦ୍ୱିଜକୁଳ ଜାତି—କୃଷ୍ଣସିଂହ, ମହଭାରତ. ବନ।
  • ଦେ. ବି — ସରୁଯୂ ନଦୀ (ପ୍ରକୃତିବାଦ) — The river Saraj̄ū