ଦେବାୟୁଧ Debāyudha
- ସଂ. ବି. ( 6 ଷ୍ଠୀ ତତ୍; ଦେବ+ଆୟୁଧ) — ଦେବତାଙ୍କର ଅସ୍ତ୍ର ଶସ୍ତ୍ର; — The weapons of the Gods
- ସଂ. ବି. ( 6 ଷ୍ଠୀ ତତ୍; ଦେବ+ଆୟୁଧ) — [ଦ୍ର— ହିନ୍ଦୁଶାସ୍ତ୍ର ଅନୁସାରେ ଭିନ୍ନ ଭିନ୍ନ ଦେବତାଙ୍କର ଭିନ୍ନ ଭିନ୍ନ ଅସ୍ତ୍ର ଅଛି। ଯଥା— 1 . ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ଓ ଗଦା, 2 . ଶିବଙ୍କର ପରଶୁ ଓ ଖଟ୍ୱାଙ୍ଗ, 3 . ବରୁଣଙ୍କର ପାଶ, 4 . ଗଣେଶଙ୍କର ପାଶ ଓ ଅଙ୍କୁଶ, 5 .ଇନ୍ଦ୍ରଙ୍କର ବଜ୍ର, 6 . ଯମଙ୍କର ଦଣ୍ଡ ଓ ପାଶ ।] — [ଦ୍ର— ହିନ୍ଦୁଶାସ୍ତ୍ର ଅନୁସାରେ ଭିନ୍ନ ଭିନ୍ନ ଦେବତାଙ୍କର ଭିନ୍ନ ଭିନ୍ନ ଅସ୍ତ୍ର ଅଛି ଯଥା—1. ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ଓ ଗଦା,2. ଶିବଙ୍କର ପରଶୁ ଓ ଖଟ୍ୱାଙ୍ଗ,3. ବରୁଣଙ୍କର ପାଶ,4. ଗଣେଶଙ୍କର ପାଶ ଓ ଅଙ୍କୁଶ,5.ଇନ୍ଦ୍ରଙ୍କର ବଜ୍ର,6. ଯମଙ୍କର ଦଣ୍ଡ ଓ ପାଶ ]
- ସଂ. ବି. ( 6 ଷ୍ଠୀ ତତ୍; ଦେବ+ଆୟୁଧ) — ଶକ୍ରଧନୁ; ଇନ୍ଦ୍ରଧନୁ — Rainbow