ଦେବାନ୍ତକ Debāntaka

  • ସଂ. ବି — ରାମାୟଣବର୍ଣ୍ଣିତ ରାକ୍ଷସ ବୀରବିଶେଷ — Name of a demon described in the Rāmāyaṇa
  • ସଂ. ବି — ବିଗତି ଦେବାନ୍ତକ ତ୍ରିଶିର ନରାନ୍ତକ ମହୋଦର ଅତିକାୟକ— ଭଞ୍ଜ. ବୈଦେହୀଶବିଳାସ ।