ଦେବାନୁଚର Debānuchara
- ସଂ. ବି ( 6 ଷ୍ଠୀ ତତ୍; ଦେବ+ଅନୁଚର) — ଦେବତାଙ୍କ ଭୃତ୍ୟ — An attendant of a Deity
- ସଂ. ବି ( 6 ଷ୍ଠୀ ତତ୍; ଦେବ+ଅନୁଚର) — [ଦ୍ର—ନନ୍ଦୀ ଓ ଭୃକୁଟି ଶିବଙ୍କର ଏବଂ ଗରୁଡ଼ ବିଷ୍ଣୁଙ୍କର ଅନୁଚର ଅଟନ୍ତି ।]
- ସଂ. ବି ( 6 ଷ୍ଠୀ ତତ୍; ଦେବ+ଅନୁଚର) — ଉପଦେବତା; ବିଦ୍ୟାଧର, ଯକ୍ଷ, ଗନ୍ଧର୍ବ ଓ କିନ୍ନରାଦି — Demi-gods