ଦେବମଣି Deba maṇni

  • ସଂ. ବି — ଦେବତାଙ୍କ ବ୍ଯବହୃତ ମଣି — Jewel used by a Deity
  • ସଂ. ବି — ବିଷ୍ଣୁଙ୍କ ବ୍ଯବହୃତ କୌସ୍ତୁଭ ମଣି — The jewel worn by Bishṇu
  • ସଂ. ବି — ଶିବ (ପ୍ରକୃତିବାଦ) — Ṡiba
  • ସଂ. ବି — ଅଶ୍ୱର ଗଳଦେଶରେ ରୋମାବଳୀକୃତ ଆବର୍ତ୍ତ — A whorl of furs on the neck of a horse
  • ସଂ. ବି — ସୂର୍ଯ୍ୟ (ହି. ଶବ୍ଦସାଗର) — The sun
  • ସଂ. ବି — ମହାମେଦା (ହି. ଶବ୍ଦସାଗର) (ଦେଖ) — Mahāmedā (See)