ଦେବର Debara

  • ସଂ. ବି. ପୁଂ. (ଦିବ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ଅର; ତୁଳ. ଲା—ଡେବର; ଗ୍ରୀକ୍—ଡେୱର) — ଦିଅର; ସ୍ୱାମୀଙ୍କ କନିଷ୍ଠ ଭ୍ରାତା — Husband's younger brother
  • ସଂ. ବି. ପୁଂ. (ଦିବ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ଅର; ତୁଳ. ଲା—ଡେବର; ଗ୍ରୀକ୍—ଡେୱର) — [ଦ୍ର— ମନୁସ୍ମୃତିରେ ବିଧି ଅଛି ଯେ ସନ୍ତାନହୀନା ବିଧବା ଦେବରଙ୍କ ଔରସରେ ଗୋଟିଏ ପୁତ୍ର ଉତ୍ପାଦନ କରି କୁଳରକ୍ଷା କରିବେ, କିନ୍ତୁ ପରାଶର କଳିଯୁଗରେ ଏହା ନିଷିଦ୍ଧ ବୋଲି ଲେଖି ଅଛନ୍ତି।]