ଦେବନାଗର Debanāgara
- ସଂ. ବି. (ଦେବ ନଗର+ଅ; +ସ୍ତ୍ରୀ. ଈ. ପ୍ରସିଦ୍ଧି ଅଛି ଯେ ଦେବତାଙ୍କ ନଗରରେ ଏ ଲିପି ପ୍ରଚଳିତ ଥିଲା) — ନାଗରାକ୍ଷର; ସଂସ୍କୃତ ଅକ୍ଷର — The Sanskrit character or alphabets
- ସଂ. ବି. (ଦେବ ନଗର+ଅ; +ସ୍ତ୍ରୀ. ଈ. ପ୍ରସିଦ୍ଧି ଅଛି ଯେ ଦେବତାଙ୍କ ନଗରରେ ଏ ଲିପି ପ୍ରଚଳିତ ଥିଲା) — [ଦ୍ର—ସଂସ୍କୃତ ଓ ହିନ୍ଦୀ ଲିପି ଦେବନାଗର ଅକ୍ଷରରେ ଲେଖା ହୁଏ। ମାରୁଆଡ଼ିମାନଙ୍କ ଲିପି ଏହି ଅକ୍ଷରର ରୂପାନ୍ତର । ମହାରାଷ୍ଟ୍ରୀ ମଧ୍ୟ ଦେବନାଗର ଅକ୍ଷରରେ ଲେଖା ହୁଏ; ଓଡ଼ିଆ, ବଙ୍ଗଳା, ଗୁଜୁରାଟୀ ଲିପି ଓ ପାଲୀ ଦେବନାଗରରୁ ଉଦ୍ଧୃତ । ନାଗରୀ ଲିପି ପ୍ରାଚୀନ ବ୍ରାହ୍ମୀ ଲିପିରୁ ଆସିଥିବା ପଣ୍ଡିତମାନେ ଅନୁମାନ କରନ୍ତି ।]