ଦେବଦାଳୀ Debadāḻī
- ସଂ. ବି — ତରଡ଼ା ବା ଜହ୍ନୀଜାତୀୟ ଏକ ପ୍ରକାର ଲତାଫଳ — Bristly Luffa; Luffa Echinate; Andropogen Serratus
- ସଂ. ବି — [ଦ୍ର—ଏହା ତିକ୍ତରସ, ବମନ— କାରକ, ତୀକ୍ଷ୍ଣ ଏବଂ କଫ, ଶୋଥ, ବାତ, ଅର୍ଶ, ପାଣ୍ଡୁ, ହିକ୍କା, କୃମୀ, ଜ୍ୱର, ଗୁଳ୍ମ, ଶୂଳ, ଶ୍ଳେଷ୍ମାନାଶକ । ଅନ୍ଯ ପ୍ରକାର ଦେବଦାଳୀ ପୀତ ପର୍ଣ୍ଣ । ଏହାର ସଂ. ନାମ—ଖରସ୍ପର୍ଶା, ବିଷଘ୍ନୀ, ଗରନାଶିନୀ ।]