ଦେବ ହେଳନ Deba heḻana

  • ସଂ. ବି. (ଦେବ+ହେଳନ=ଅପରାଧ) — ଦେବତାଙ୍କ ନିକଟରେ ଅପରାଧ — Guilt committed in the eyes of a Deity
  • ସଂ. ବି. (ଦେବ+ହେଳନ=ଅପରାଧ) — ଦେବ ହେଳନ କର୍ମ ମୋର, ନିଶ୍ଚେ ଲଭିଲି ଦାମୋଦର—ଜଗନ୍ନାଥ, ଭାଗବତ.