ଦେବ ହୂତି Debahūti

  • ସଂ. ବି. ସ୍ତ୍ରୀ — ସ୍ୱାୟମ୍ଭୁବ ମୁନିଙ୍କ କନ୍ଯା — Name of a daughter of Swāyambhuba Manu
  • ସଂ. ବି. ସ୍ତ୍ରୀ — [ଦ୍ର—ଏ କର୍ଦ୍ଦମ ମୁନିଙ୍କ ପତ୍ନୀ ଓ କପିଳ ମୁନିଙ୍କ ମାତା ଥିଲେ।]