ଦେବ ସ୍ଥାନ Deba sthāna

  • ସଂ. ବି — ଦେବାଳୟ — Temple
  • ସଂ. ବି — (ନାମ)—ବନବାସକାଳରେ ପାଣ୍ଡବମାନଙ୍କୁ ଉପଦେଶ ଦେଇଥିବା ଜଣେ ଋଷି — Name of a sage
  • ପ୍ରାଦେ (ଗଞ୍ଜାମ) ବି — ଦେବୋତ୍ତର ଇଲାକା — A religious endowment