ଦେବ ଯାତ୍ରା Deba j̄ātrā

  • ସଂ. ବି (ମ. ପ. ଲୋ; ଦେବ+ଯାତ୍ରା; ଦେବତାଙ୍କ ଦର୍ଶନାଦି ଉଦ୍ଦେଶ୍ୟରେ ଯାତ୍ରା) — ଦେବତାଙ୍କ ନିକଟକୁ ଗମନ; ତୀର୍ଥ ଯାତ୍ରା — Pilgrimage to holy shrines